Radio Amrutavani
ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ଭରପୁର କର